ଇଣ୍ଡୋନେସିଆ ତୈଳ ଡିପୋରେ ଅଗ୍ନିକାଣ୍ଡ : ୧୫ ମୃତ,୧୬ ନିଖୋଜ

ଜାକର୍ତ୍ତା: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାସ୍ଥିତ ଏକ ତୈଳ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୬ ଜଣ ନିଖୋଜ ଅଛନ୍ତି। ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ କମ୍ପାନି ପର୍ଟାମିନା ଦ୍ୱାରା ପରିଚାଳିତ ପର୍ଟାମିନାର ପ୍ଲମ୍ପାଙ୍ଗ ଇନ୍ଧନ ଭଣ୍ଡାର ଉତ୍ତର ଜାକର୍ତ୍ତାର ତାନାହମେରା ଅଞ୍ଚଳର ଏକ ଜନବହୁଳ ଅଞ୍ଚଳ ନିକଟରେ ଅବସ୍ଥିତ। ଏହା ଇଣ୍ଡୋନେସିଆର ଆବଶ୍ୟକତାର ୨୫ ପ୍ରତିଶତ ଇନ୍ଧନ ଯୋଗାଉଛି।ଅଗ୍ନିଶମ ବାହିନୀ ପକ୍ଷରୁ … Continue reading ଇଣ୍ଡୋନେସିଆ ତୈଳ ଡିପୋରେ ଅଗ୍ନିକାଣ୍ଡ : ୧୫ ମୃତ,୧୬ ନିଖୋଜ